-->

ଓଡିଶା ସରକାରଙ୍କ ବଡ ଘୋଷଣା ଗ୍ରାମାଞ୍ଚଳରେ ମିଳିବ ରନ୍ଧା ଖାଦ୍ୟ ସବୁ ଦୋକାନୀଙ୍କୁ 3000 ଟଙ୍କା

ଓଡିଶା ସରକାରଙ୍କ ବଡ ଘୋଷଣା ଗ୍ରାମାଞ୍ଚଳରେ ମିଳିବ ରନ୍ଧା ଖାଦ୍ୟ ସବୁ ଦୋକାନୀଙ୍କୁ 3000 ଟଙ୍କା

କୋରନା ଭାଇରସ ଯୋଗୁ ଯେମିତି କିଏ ହଇରାଣ ନ ହୁଅନ୍ତୁ ଏଥିପାଇଁ ଆମ ରାଜ୍ୟ ସରକାର ଗୋଟେ ବଡ ଘୋଷଣା କରିଛନ୍ତି ଏଥିରେ ସମସ୍ତ ଗ୍ରାମାଞ୍ଚଳ ରେ ରହୁଥିବା ଗରିବ ମାନଙ୍କୁ SHG ଗ୍ରୁପ ଦ୍ଵାରା ରାନ୍ଧ ଖାଦ୍ୟ ଯୋଗାଇ ଦିଅ ଯିବାର ବ୍ୟବସ୍ତା କରୁଛନ୍ତି।

ଏବଂ ସହରାଞ୍ଚଳରେ ରେ ଥୁବା ସମସ୍ତ ଉଠା ଦୋକାନୀଙ୍କୁ 3000 ଟଙ୍କା ର ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରିଛନ୍ତି ଏଥୁଲେ କେବଳ ପଞ୍ଜିକୃତ ଉଠା ଦୋକାନୀ ଙ୍କୁ ଦିଆ ଯିବ ଏଥୁରେ ପ୍ରାୟ 75 ହଜାର ଦୋକାନୀ ଉପକୃତ ହେବେ ।


قد تُعجبك هذه المشاركات

  1. To insert a code use <i rel="pre">code_here</i>
  2. To insert a quote use <b rel="quote">your_qoute</b>
  3. To insert a picture use <i rel="image">url_image_here</i>