-->

ମହିଳା ପୋଲିସ ଙ୍କୁ ମାଫିଆ କଲେ ଜଙ୍ଗଲ ରେ ଆକ୍ରମଣ

ମହିଳା ପୋଲିସ ଙ୍କୁ ମାଫିଆ କଲେ ଜଙ୍ଗଲ ରେ ଆକ୍ରମଣ

ଅନଗୁଳ ଜିଲ୍ଲା ଅନ୍ତର୍ଗତ ଜାଲଟାପ ରିଜର୍ଭ ଜଙ୍ଗଲରେ ହଠାତ୍ କାଠ ମାଫିଆ ଦ୍ୱାରା ହୋଇଥିବା ଆକ୍ରମଣରେ ଜଣେ ମହିଳା ବନ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି।
ବନ ଆରାକ୍ଷୀ ଦେଖିଲେ ଲୋକମାନେ ଜଙ୍ଗଲରୁ କାଠ କାଟୁଛନ୍ତି ଏବଂ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଛନ୍ତି।  ଏହାର ପ୍ରତିବଦଳରେ କାଠ ମାଫିଆ ମହିଳା ରାକ୍ଷୀଙ୍କୁ କାଠ ପଟା ସାହାଯ୍ୟରେ ଆକ୍ରମଣ କରିଥିଲା।

قد تُعجبك هذه المشاركات

  1. To insert a code use <i rel="pre">code_here</i>
  2. To insert a quote use <b rel="quote">your_qoute</b>
  3. To insert a picture use <i rel="image">url_image_here</i>