-->

ପ୍ରଥମ ରୁ ଅଷ୍ଟମ ପର୍ଯନ୍ତ ସବୁପିଲା ପାସ୍ ଘୋଷଣା କଲେ ଶିକ୍ଷା ମନ୍ତ୍ରୀ

ପ୍ରଥମ ରୁ ଅଷ୍ଟମ ପର୍ଯନ୍ତ ସବୁପିଲା ପାସ୍ ଘୋଷଣା କଲେ ଶିକ୍ଷା ମନ୍ତ୍ରୀ 


କୋରନା ଭାଇରସ ର ଭୟବହାତ କୁ ଦେଖି ବର୍ତମାନ ରାଜ୍ୟ ର ସମସ୍ତ ବିଦ୍ୟାଳୟ ଗୁଡିକୁ ବନ୍ଧ କରିଦିଆ ଯାଇଥିବା ବେଳେ ଆଜି ଗଣଶିକ୍ଷା ମନ୍ତ୍ରୀ ବହୁତ ବଡ଼ ଘୋଷଣା କରିଛନ୍ତି ସେ କହିଛନ୍ତି ଯେ ରାଜ୍ୟ ର ସରକାରୀ ବିଦ୍ୟାଳୟ ରେ ପଢ଼ୁଥିବା ପ୍ରଥମ ରୁ ଅଷ୍ଟମ ପର୍ଯନ୍ତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପାସ କରି ଦିଆଯିବ ।
ଏଠାରେ ମନ୍ତ୍ରୀ କହିଛନ୍ତି ନବମ ଶ୍ରେଣୀର ପରୀକ୍ଷା ସରି ନଥିବାରୁ ପରେ ଆଉ ଗୋଟେ ବିଷୟର ପରୀକ୍ଷା କରାଯିବ ଏବଂ ତାର ନିଷ୍ପତ୍ତି ପରେ ନିଆଯିବ ବୋଲି କହିଛନ୍ତି ।

ମନ୍ତ୍ରୀ ଏହା ମଧ୍ୟ କହୁଛନ୍ତି ଦଶମ ଶ୍ରେଣୀର ପରୀକ୍ଷା ର ଖାତା ୬୪ ଟି ସେଣ୍ଟର ରେ ସୁରକ୍ଷିତ ଅଛି, ସ୍ୱାସ୍ଥ୍ୟ ବିଭାଗର ସୂଚନା ମିଳିଲେ ଖାତା ଦେଖା ଆରମ୍ଭ କରାଯିବ ବୋଲି କହିଛନ୍ତି  

You may like these posts

  1. To insert a code use <i rel="pre">code_here</i>
  2. To insert a quote use <b rel="quote">your_qoute</b>
  3. To insert a picture use <i rel="image">url_image_here</i>