-->

ମାସକର ଘର ଭଡା ଦେବେନି ଶ୍ରମିକ ଘରଭଡା ମାଗିଲେ କାର୍ଯ୍ୟାନୁଷ୍ଠାନ ନିଅ ଯିବ

ମାସକର ଘର ଭଡା ଦେବେନି ଶ୍ରମିକ ଘରଭଡା ମାଗିଲେ 
କାର୍ଯ୍ୟାନୁଷ୍ଠାନ ନିଅ ଯିବ

ଗୋଟେ ମାସକ ଘରଭଡା ଦେବେନି ଶ୍ରମିକ । ଭଡାରେ ରହୁଥିବା ଘର ମାଲିକଙ୍କୁ ଏକ ମାସର ଟଙ୍କା ଦେବେନି ଦାଦନ ଶ୍ରମିକ । ମାସେ ପର୍ଯ୍ୟନ୍ତ ଘରଭଡା ନନେବାକୁ ମାଲିକମାନଙ୍କୁ କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ । 
ସଙ୍କଟ ସମୟରେ ଶ୍ରମିକମାନଙ୍କ ଠାରୁ ଭଡା ନନେବାକୁ ସମସ୍ତ ମାଲିକଙ୍କୁ ତାଗିଦ କଲେ କେନ୍ଦ୍ର ସରକାର । ନିର୍ଦ୍ଦେଶ ପରେ ଯଦି କୌଣସି ଘର ମାଲିକ ଶ୍ରମିକଙ୍କ ଠାରୁ ଭଡା ନିଅନ୍ତି କିମ୍ବା ଘର ଛାଡିବାକୁ କୁହନ୍ତି ତେବେ ସେମାନେ ଦଣ୍ଡିତ ହେବେ । ଜିଲ୍ଲାପାଳ ଓ ଏସପି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

You may like these posts

  1. To insert a code use <i rel="pre">code_here</i>
  2. To insert a quote use <b rel="quote">your_qoute</b>
  3. To insert a picture use <i rel="image">url_image_here</i>